ଆପଣଙ୍କ କାହାଣୀ କୁହନ୍ତୁ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ଦକ୍ଷତା ବିକାଶ ସଶକ୍ତ କରାଏ। ଜୀବନର ଧାରାକୁ ବଦଳାଇ ଦେଇଥାଏ, ଆଗକୁ ବଢିବା ପାଇଁ ପ୍ରେରଣା ପ୍ରଦାନ କରେ। ଆମେ ଏହିଭଳି କଥା ଅନେକ ସମୟରେ ବିଭିନ୍ନ ସ୍ଥାନରୁ ଶୁଣିଥାଉ କିନ୍ତୁ ଆମେ ଆପଣଙ୍କ ଠାରୁ ଶୁଣିବାକୁ ଚାହୁଁ। 'ସ୍କିଲ୍ଡ ଇନ୍ ଓଡିଶା'ର ଆପଣ ହେଉଛନ୍ତି ଜ୍ଜ୍ଵଳନ୍ତ ଉଦାହରଣ। ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଆପଣଙ୍କ ଅନୁଭବ ବିଷୟରେ ଆମକୁ କୁହନ୍ତୁ। ଆପଣଙ୍କ ପସନ୍ଦ, ସୁଯୋଗ, ଲକ୍ଷ୍ୟ ଏବଂ ସଫଳତାର କାହାଣୀ ଅନ୍ୟମାନଙ୍କ ମନରେ ଦକ୍ଷତା ବିକାଶ ନେଇ ଉତ୍ସାହ ଓ ଉଦ୍ଦିପନା ଭରି ଦେଇପାରେ। ଆଗେଇ ଆସନ୍ତୁ ଓ ଅନ୍ୟମାନଙ୍କ ମନରେ ପ୍ରେରଣା ଭରି ଦିଅନ୍ତୁ। ଦକ୍ଷତା ବିକାଶ ମାଧ୍ୟମରେ ସଶକ୍ତ ଓଡିଶା ଗଠନ କରିବାରେ ଆପଣ ହୁଅନ୍ତୁ ସାରଥୀ।

  • Skill
  • Skill
  • Skill
*
*
(ପିଡିଏଫ, ଡିଓସି, ପିପିଟି,ଜିପ, ଫାଇଲ, ଏବଂ ମ୍ୟାକ୍ସ ସାଇଜ ୫ ଏମ୍ବି)
* ସର୍ବାଧିକ 500 ଅକ୍ଷର
captcha image

ଆପଣଙ୍କ ଘର ପାଖ ଅନୁଷ୍ଠାନ ଖୋଜନ୍ତୁ

କୌଶଳ ଶିକ୍ଷା ଆପଣଙ୍କ କ୍ୟାରିଅରକୁ ଦେବ ନୂଆ ଦିଗ

ପରସ୍ପର ସହିତ ସମନ୍ବୟ ରଖିପାରୁଥିବା, ଏହା ଏକ ଯୋଜନା, ଯାହାକି ସମସ୍ତ ସଂଭାବ୍ୟ ପଥକୁ ପ୍ରଦର୍ଶନ କରିପାରିବ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।